ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ । ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି ଏହା ଏକ ସଙ୍ଘୀୟ ଗଣରାଜ୍ୟ । ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ । ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶ୍ଚିମରେ ହାୱାଇ ଦ୍ୱୀପପ…ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ । ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି ଏହା ଏକ ସଙ୍ଘୀୟ ଗଣରାଜ୍ୟ । ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ । ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶ୍ଚିମରେ ହାୱାଇ ଦ୍ୱୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ ।